ଓଡିଶା

odisha

ETV Bharat / state

ଆମ୍ ଆଦମୀ ପାର୍ଟି ଆବାହକ ନିଶିକାନ୍ତ ମହାପାତ୍ରଙ୍କ ପ୍ରେସମିଟ୍

ଆମ୍ ଆଦମୀ ପାର୍ଟି ଆଗାମୀ ଦିନରେ ଭାରତ ବର୍ଷକୁ ଏକ ନମ୍ବର ଦେଶ କରିବା ପାଇଁ ଅରବିନ୍ଦ କେଜରିୱାଲ ସଂକଳ୍ପ ବଦ୍ଧ । ଅଧିକ ପଢନ୍ତୁ

By

Published : Dec 8, 2022, 7:48 PM IST

aam-aadmi-party-convener-nishikanta-mohapatra-press-meet
ଆମ୍ ଆଦମୀ ପାର୍ଟି ଆବାହକ ନିଶିକାନ୍ତ ମହାପାତ୍ର ଙ୍କ ପ୍ରେସ ମିଟ୍

ଭୁବନେଶ୍ବର: ଆମ ଆଦମୀ ପାର୍ଟି ପାଇଁ ଆଜି(ଗୁରୁବାର) ଜାତୀୟ ଦଳର ମାନ୍ୟତା ପାଇଛି । ଗୁଜରାଟ ଜନସାଧାରଣ ଏହି ମାନ୍ୟତା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆମ୍ ଆଦମୀ ପାର୍ଟି ଆଗାମୀ ଦିନରେ ଭାରତ ବର୍ଷକୁ ଏକ ନମ୍ବର ଦେଶ କରିବା ପାଇଁ ଅରବିନ୍ଦ କେଜରିୱାଲ ସଂକଳ୍ପ ବଦ୍ଧ । ଓଡ଼ିଶା ପରି ପଛୁଆ ରାଜ୍ୟରେ ମଧ୍ୟ ଉନ୍ନତି ପାଇଁ ଆମ୍ ଆଦମୀ ପାର୍ଟି କାମ କରିବ ବୋଲି ରାଜ୍ୟ ଆବାହକ କହିଛନ୍ତି ।

ଆମ୍ ଆଦମୀ ପାର୍ଟି ଆବାହକ ନିଶିକାନ୍ତ ମହାପାତ୍ରଙ୍କ ପ୍ରେସମିଟ୍

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, "ପାରମ୍ପରିକ ରାଜନୀତି ରୁ ହଟି ଯଦି ଲୋକମାନଙ୍କର ସମସ୍ୟା କୁ ନେଇ ରାଜନୀତି କରାଯାଏ ତାହା ହେଲେ ଦେଶବାସୀ ଏହାକୁ ଗ୍ରହଣ କରିବେ। ଏହାଛଡା ଆମ୍ ଆଦମୀ ପାର୍ଟି ର ମାନ୍ୟତା ପଛରେ ଗୋଟିଏ ବିକଳ୍ପ ରାଜନୀତିର ଗ୍ରହଣୀୟତାକୁ ଆମେ ଅଭିନନ୍ଦନ ଜଣାଉଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details