ଓଡିଶା

odisha

ETV Bharat / state

ନଡିଆ ଗଛରୁ ପଡି ଯୁବକ ମୃତ - ଖୋର୍ଦ୍ଧା ଲାଟେଷ୍ଟ ଖବର

ପୂଜା ପାଇଁ ନଡିଆ ତୋଳିବାକୁ ଯାଇ ଜୀବନ ହାରିଛନ୍ତି ଯୁବକ । ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମଙ୍ଗରାଜପୁରର ।

ନଡିଆ ଗଛରୁ ପଡି ଯୁବକ ମୃତ

By

Published : Nov 3, 2019, 6:27 PM IST

ଖୋର୍ଦ୍ଧା: ପୂଜା ପାଇଁ ନଡିଆ ତୋଳିବାକୁ ଯାଇ ଜୀବନ ହାରିଛନ୍ତି ଯୁବକ । ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମଙ୍ଗରାଜପୁରର । ଏହି ଗାଁର ମାନିଆ ପ୍ରଧାନ ପୂଜା ପାଇଁ ନଡିଆ ତୋଳିବା ପାଇଁ ନିଜ ବାଡି ନଡିଆ ଗଛରେ ଚଢିଥିଲେ । ହେଲେ ଗୋଡ ଖସିଯିବାରୁ ଗଛରୁ ପଡି ମାନିଆଙ୍କର ମୃତ୍ୟୁ ହୋଇଛି ।

ନଡିଆ ଗଛରୁ ପଡି ଯୁବକ ମୃତ

ଘଟଣାସ୍ଥଳରେ ହିଁ ମାନିଆ ଆଖି ବୁଜିଥିବା ବେଳେ ତାଙ୍କର ମୃତଦେହକୁ ପରିବାର ଲୋକେ ଉଦ୍ଧାର କରି ଶେଷ ସଂସ୍କାର ସମ୍ପନ୍ନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details