ଖୋର୍ଦ୍ଧା:ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ । ଏଭଳି ବିଭତ୍ସ ହତ୍ୟାକାଣ୍ତ ଘଟିଛି ନୟାଗଡ଼ ଇଟାମାଟି ଥାନା ବାଉଁଶିଆପଡା ମାଳିସାହିରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ସ୍ଥାନୀୟ ଅଞ୍ଚଳର କ୍ଷେତ୍ର ମହାପାତ୍ର ବୋଲି ଜଣାପଡିଛି ।
ଜମିବାଡି ବିବାଦରୁ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା - a man killed for land dispute
ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ । ନୟାଗଡ଼ ବାଉଁଶିଆପଡା ମାଳିସାହିରେ ଘଟିଛି ବିଭତ୍ସ ହତ୍ୟାକାଣ୍ତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ.....

ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ
ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ
ଜମିବାଡ଼ି ବିବାଦକୁ ନେଇ ବୁଧବାର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ ଥିବା ନେଇ ଇଟାମାଟି ଥାନାରେ ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ଦୀର୍ଘ ସମୟ ପରେ ରାସ୍ତା କଡରେ ମୃତଦେହ ସହ ବ୍ୟବହୃତ ହୋଇଥିବା ଖଣ୍ତା ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ସେପଟେ, ହତ୍ୟାକାଣ୍ତ ଘଟାଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ