ଖୋର୍ଦ୍ଧା: ସାରା ବିଶ୍ୱ କୋରୋନା ମହାମାରୀ ଯୋଗୁଁ ପ୍ରଭାବିତ ହେବା ସହ ଆମ ରାଜ୍ୟରେ ବାହାରେ ରହୁଥିବା ଶ୍ରମିକମାନେ କର୍ମ ସଂସ୍ଥାନ ହରାଇ ଅତ୍ୟନ୍ତ ଦୁଃଖ କଷ୍ଟରେ ନିଜର ଜୀବନ ନିର୍ବାହ କରୁଛନ୍ତି । ଆମ ରାଜ୍ୟରେ ଅନେକ ପ୍ରାକୃତିକ ସଂପଦରେ ଭରପୂର ଥିଲେ ମଧ୍ୟ ଉପଯୁକ୍ତ ଯୋଜନା ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବରୁ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ବେକାର ଓ ଶ୍ରମିକ ମାନଙ୍କ ପାଇଁ କର୍ମସଂସ୍ଥାନ ନଥିବାରୁ ଦୁର୍ଦିନରେ ଜୀବନ କାଟୁଛନ୍ତି ।
ବେରୋଜଗାରୀଙ୍କୁ ରୋଜଗାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର - letter of demand from Indian Workers' Union to Cm
ସାରା ବିଶ୍ୱ କୋରୋନା ମହାମାରୀ ଯୋଗୁଁ ପ୍ରଭାବିତ ହେବା ସହ ଆମ ରାଜ୍ୟରେ ବାହାରେ ରହୁଥିବା ଶ୍ରମିକମାନେ କର୍ମ ସଂସ୍ଥାନ ହରାଇ ଅତ୍ୟନ୍ତ ଦୁଃଖ କଷ୍ଟରେ ନିଜର ଜୀବନ ନିର୍ବାହ କରୁଛନ୍ତି । ଏହାକୁ ଲକ୍ଷ୍ୟ ରଖି ବେରୋଜଗାରୀଙ୍କୁ ରୋଜଗାର ଯୋଗାଇ ଦେବାକୁ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବେରୋଜଗାରୀଙ୍କୁ ରୋଜଗାର ଦେବାକୁ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବେରୋଜଗାରୀଙ୍କୁ ରୋଜଗାର ଦେବାକୁ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ତୁରନ୍ତ ଶ୍ରମିକମାନଙ୍କ ସମସ୍ୟା ସମାଧାନ ସହ ଶିକ୍ଷିତ ଯୁବକ କର୍ମ ସଂସ୍ଥାନ ଯୋଗାଇଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ଏବଂ ବୋଲଗଡ଼ ବିଡିଓଙ୍କୁ ପ୍ରଦାନ କରିଛନ୍ତି ।