ଓଡିଶା

odisha

By

Published : Sep 26, 2020, 9:47 AM IST

ETV Bharat / state

ସ୍ବାମୀର ଜଘନ୍ୟ କାଣ୍ଡ, ସ୍ତ୍ରୀକୁ ହତ୍ୟାକରି ଫେରାର୍‌

ଖୋର୍ଦ୍ଧାରେ ବିଭତ୍ସ ହତ୍ୟାକାଣ୍ତ । ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । କାରଣ ଅସ୍ପଷ୍ଚ । ଅଧିକ ପଢନ୍ତୁ...

a husband killed his wife in khordha
ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା: ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ବାମୀ । ବାପ ଘରେ ପଡି ରହିଛି ବିବାହିତ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ । ଏଭଳି ଏଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଞ୍ଚଳରେ। ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀ ହରେକୃଷ୍ଣ ବେହେରା ଫେରାର ଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣକ ହେଲେ ମୁକୁନ୍ଦପ୍ରସାଦ କଲେଜ ରୋଡ଼ର ସସ୍ମିତା ବେହେରା ବୋଲି ଜଣାପଡିଛି ।

ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ, ଅଭିଯୁକ୍ତ ଫେରାର

ସୂଚନା ଅନୁସାରେ,ଶୁକ୍ରବାର ରାତିରେ ସସ୍ମିତାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଥିଲେ ।ଏନେଇ ମୃତ ମହିଳାଙ୍କ ବାପଘର ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details