ଖୋର୍ଦ୍ଧା: ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧା ଉପଖଣ୍ଡରେ ବୃଦ୍ଧି ପାଉଛି । ସେହିଭଳି ଆଜି ଉପଖଣ୍ଡରୁ 99ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ସହରରୁ 13ଜଣ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଉପଖଣ୍ଡରେ 99 କୋରୋନା ପଜିଟିଭ ଚିହ୍ନଟ - corona news
ଆଜି ଖୋର୍ଦ୍ଧା ଉପଖଣ୍ଡରୁ 99ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ସହରରୁ 13ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଉପଖଣ୍ଡରେ 99 କୋରୋନା ପଜିଟିଭ ଚିହ୍ନଟ
ସେହିପରି ଟାଙ୍ଗୀରୁ 17ଜଣ, ବାଲୁଗାଁରୁ 5, ବାଲିପାଟଣାରୁ 1,ବାଣପୁରରୁ 17,ବୋଲଗଡ଼ 18,ବାଳକାଟିରୁ 9,ମେଣ୍ଢାସାଳରୁ 2, ବେଗୁନିଆରୁ 9ଜଣ ,ହଳଦିଆରୁ 2ଜଣ। ଏବଂ ଜଟଣୀରୁ 6ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ