ଖୋର୍ଦ୍ଧା:ମିଠା ଦୋକାନରେ ସ୍ପେଶାଲ ସ୍କ୍ୱାର୍ଡର ଚଢାଉ । ମିଠା କିଣୁ ଥିବାବେଳେ ୩ ଜଣ ଦୁବୃର୍ତ୍ତଙ୍କୁ ଉଠାଇ ନେଲା ପୋଲିସ । ଏହାସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ପଲ୍ଲା ଅଞ୍ଚଳର ଏକ ମିଠା ଦୋକାନରେ ତିନି ଜଣ ଦୁର୍ବୃତ୍ତ ଜଳଖିଆ କରିବା ସହ ମିଠା କଣିଥିଲେ ।
ମିଠା କିଣୁଥିଲେ, ୩ ଦୁର୍ବୃତ୍ତଙ୍କୁ ମାଡି ବସିଲା ସ୍ପେଶାଲ ସ୍କ୍ୱାର୍ଡ - 3 miscreants detained
ମିଠା ଦୋକାନରେ ସ୍ପେଶାଲ ସ୍କ୍ୱାର୍ଡର ଚଢାଉ । ମିଠା କିଣୁ ଥିବାବେଳେ ୩ ଜଣ ଦୁର୍ବୁତ୍ତ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ
![ମିଠା କିଣୁଥିଲେ, ୩ ଦୁର୍ବୃତ୍ତଙ୍କୁ ମାଡି ବସିଲା ସ୍ପେଶାଲ ସ୍କ୍ୱାର୍ଡ ମିଠା ଦୋକାନରେ ଗଣ୍ତଗୋଳ: 3 ଦୁବୃର୍ତ୍ତ ଅଟକ](https://etvbharatimages.akamaized.net/etvbharat/prod-images/768-512-13687837-thumbnail-3x2-kk.jpg)
ମିଠା ଦୋକାନରେ ଗଣ୍ତଗୋଳ: 3 ଦୁବୃର୍ତ୍ତ ଅଟକ
ମିଠା ଦୋକାନରେ ଗଣ୍ତଗୋଳ: 3 ଦୁବୃର୍ତ୍ତ ଅଟକ
ଦୋକାନରେ କୈଣସି କାରଣକୁ ନେଇ ଗଣ୍ତଗୋଳ କରିଥିଲେ । ପରେ ପୋଲିସ ସେଠାରେ ପହଞ୍ଚି ତିନି ଜଣଙ୍କୁ ଉଠାଇ ନେଇଥିଲା । ଏହି ତିନି ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି । ଅଟକ ଯୁବକଙ୍କ ମାନେ ନିରାକାରପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ