ଖୋର୍ଦ୍ଧା: ହାଇଦ୍ରାବାଦରୁ ଆସିଥିବା ସ୍ଵତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ରବିବାର ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ଆସି ପହଞ୍ଚିଛି । ସେଥିରେ ମୋଟ 1868 ଜଣ ପ୍ରବାସୀ ଆସିଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।
ହାଇଦ୍ରାବାଦରୁ ଆସିଲେ 1868 ଜଣ ପ୍ରବାସୀ ଓଡ଼ିଆ - ସ୍ଵତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନରେ ଆସିଲେ ପ୍ରବାସୀ ଓଡିଆ
ହାଇଦ୍ରାବାଦରୁ ଆସିଥିବା ସ୍ଵତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ରବିବାର ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ଆସି ପହଞ୍ଚିଛି । ମୋଟ 1868 ଜଣ ପ୍ରବାସୀ ଆସିଥିବା ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାଇଦ୍ରାବାଦରୁ ଆସିଲେ 1868ଜଣ ପ୍ରବାସୀ ଓଡ଼ିଆ
ପ୍ରବାସୀମାନେ ଷ୍ଟେସନରେ ଆସି ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ଓ ସ୍ବାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କ ଜିଲ୍ଲାର କ୍ବାରେନଣ୍ଟାଇନ ସେଣ୍ଟରକୁ ପଠାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ