ଓଡିଶା

odisha

ETV Bharat / state

କଣ୍ଟେନମେଣ୍ଟ ଜୋନରେ ଖୋର୍ଦ୍ଧାର 2ଟି ବ୍ଲକର 15ଟି ଗାଁ - ଉପଜିଲ୍ଲାପାଳଙ୍କ କଣ୍ଟେନମେଣ୍ଟ ଜୋନ

ଖୋର୍ଦ୍ଧା ସବଡିଭିଜନରେ ସ୍ଥିତି ବେକାବୁ ହେବାରୁ କେତେକ ଅଞ୍ଚଳକୁ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

କଣ୍ଟେନମେଣ୍ଟ ଜୋନରେ ଖୋର୍ଦ୍ଧାର 2ଟି ବ୍ଲକର 15ଟି ଗାଁ
କଣ୍ଟେନମେଣ୍ଟ ଜୋନରେ ଖୋର୍ଦ୍ଧାର 2ଟି ବ୍ଲକର 15ଟି ଗାଁ

By

Published : Sep 22, 2020, 7:07 AM IST

Updated : Sep 22, 2020, 10:18 AM IST

ଖୋର୍ଦ୍ଧା: ରାଜ୍ୟରେ ସର୍ବାଧିକ କୋରୋନା ମାମଲା ଖୋର୍ଦ୍ଧାରୁ ଚିହ୍ନଟ କରାଯାଉଛି । ସଂକ୍ରମଣ ରୋକିବାକୁ ପ୍ରଶାସନ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ ଖୋର୍ଦ୍ଧା ସବଡିଭିଜନରେ ବଢୁଛି କୋରୋନା ମାମଲା।

କଣ୍ଟେନମେଣ୍ଟ ଜୋନରେ ଖୋର୍ଦ୍ଧାର 2ଟି ବ୍ଲକର 15ଟି ଗାଁ

ସଂକ୍ରମଣ ରୋକିବାକୁ ବେଗୁନିଆ, ଟାଙ୍କି ବ୍ଲକର 15ଟି ଗାଁ ଓ ଖୋର୍ଦ୍ଧା ମ୍ୟୁନସିପାଲଟିର ଗୋଟିଏ ୱାର୍ଡକୁ କଣ୍ଟେନମେଣ୍ଟଜୋନ ଘୋଷଣା । ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 22, 2020, 10:18 AM IST

ABOUT THE AUTHOR

...view details