ଖୋର୍ଦ୍ଧା: ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ଗିରଫ ଯୁବକ ଜଣକ ସ୍ଥାନୀୟ ଗୁରୁଜଙ୍ଗ ଅଞ୍ଚଳର ଟୁକୁନା ସାହୁ ବୋଲି ପୋଲିସ ଏକ ପ୍ରେସ ବିବୃତିରେ ଜଣାଇଛି ।
ଖୋର୍ଦ୍ଧାରୁ ପୁଣି ବ୍ରାଉନସୁଗାର ଜବତ, ଜଣେ ଗିରଫ - 14.3 gram brawn sugar seized one arrest in khurda
ଖୋର୍ଦ୍ଧାରୁ ପୁଣି ବ୍ରାଉନସୁଗାର ଜବତ । ଏଥିରେ ଜଣଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ଗିରଫ ଯୁବକ ଜଣକ ସ୍ଥାନୀୟ ଗୁରୁଜଙ୍ଗ ଅଞ୍ଚଳର ଟୁକୁନା ସାହୁ ।

ଫାଇଲ ଫଟୋ
14.03 ଗ୍ରାମ ବ୍ରାଉନସୁଗାର, ଏକ ମୋବାଇଲ ଫୋନ ଜବତ ସହ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Nov 4, 2019, 9:19 PM IST