କେନ୍ଦୁଝର: ଘଟଗାଁ ଥାନା ବାଲିପୋଖରୀ ଗ୍ରାମପଞ୍ଚାୟତ ସଗଡପଟା ଗ୍ରାମ ନିକଟ ଟ୍ରେନରେ କଟି ଯୁବକ ମୃତ। ମୃତ ଯୁବକ ହେଲେ ସଗଡପଟା ଗ୍ରାମର ରୁଦ୍ରନାରାୟଣ ନାଏକ। ଗତକାଲି ହୋଲି ରୁଦ୍ରନାରାୟଣ ଘରୁ ଖାଇସାରିବା ପରେ ହୋଲି ଖେଳିବା ପାଇଁ ବାହାରକୁ ଚାଲି ଯାଇଥିଲେ ।
ଟ୍ରେନରେ କଟି ଯୁବକ ମୃତ - ସଗଡପଟାରେ ଟ୍ରେନ ଦୁର୍ଘଟଣା
କେନ୍ଦୁଝର ଘଟଗାଁ ଥାନା ବାଲିପୋଖରୀ ଗ୍ରାମପଞ୍ଚାୟତ ସଗଡପଟା ଗ୍ରାମ ନିକଟ ଟ୍ରେନରେ କଟି ଯୁବକ ମୃତ। ମୃତ ଯୁବକ ହେଲେ ସଗଡପଟା ଗ୍ରାମର ରୁଦ୍ରନାରାୟଣ ନାଏକ।

ଟ୍ରେନରେ କଟି ଯୁବକ ମୃତ
ଟ୍ରେନରେ କଟି ଯୁବକ ମୃତ
ତେବେ ଅପରାହ୍ନରେ କେନ୍ଦୁଝର ପଟକୁ ଯାଉଥିବା ଏକ ପାସେଞ୍ଜର ଟ୍ରେନ ଦ୍ଵାରା ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳୁ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Mar 11, 2020, 11:51 AM IST