ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଯୁବକ ମୃତ - ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ପୋଖରୀରେ ବୁଡି ଯୁବକର ମୃତ୍ୟୁ । ଆନନ୍ଦପୁର ଡୁମୁରିଆ ଗ୍ରାମର ଘଟଣା । ମୃତ ଯୁବକଙ୍କ ନାମ ଶୁକଲାଲ ଦାସ ।

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

By

Published : Oct 21, 2019, 9:43 AM IST

ଆନନ୍ଦପୁର: ପୋଖରୀରେ ବୁଡି ଯୁବକର ମୃତ୍ୟୁ । ସ୍ଥାନୀୟ ଡୁମୁରିଆ ଗ୍ରାମର ଘଟଣା । ମୃତ ଯୁବକଙ୍କ ନାମ ଶୁକଲାଲ ଦାସ । ତେବେ ଆଜି(ସୋମବାର) ସକାଳୁ ସେ ଗାଁ ପୋଖରୀକୁ ଗାଧେବାକୁ ଯାଇଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା । ଫଳରେ ସେ ପୋଖରୀରେ ବୁଡି ଯାଇଥିଲେ ।

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ତେବେ ଗ୍ରାମବାସୀ ଓ ପରିବାର ଲୋକେ ଉଦ୍ଧାର କରିବାକୁ ଚେଷ୍ଟ କରିଥିଲେ । ମାତ୍ର ଯୁବକ ଜଣଙ୍କୁ ଉଦ୍ଧାର କରାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details