ଓଡିଶା

odisha

ETV Bharat / state

୬ ତାରିଖ ଯାଏଁ ବଢିଲା କେନ୍ଦୁଝର ଓକିଲ ସଂଘର କାର୍ଯ୍ୟବିରତି ନିଷ୍ପତି - Kendujhar District news

6 ଜୁନ ଯାଏ ବଢିଲା କେନ୍ଦୁଝର ଜିଲ୍ଲା ଓକିଲ ସଂଘର କାର୍ଯ୍ୟ ବିରତ ଅବଧି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛି ସଂଘ । ଅଧିକ ପଢନ୍ତୁ...

୬ ତାରିଖକୁ ବଢିଲା କେନ୍ଦୁଝର ଜିଲ୍ଲା ଓକିଲ ସଂଘର କାର୍ଯ୍ୟବିରତ ନିଷ୍ପତି
୬ ତାରିଖକୁ ବଢିଲା କେନ୍ଦୁଝର ଜିଲ୍ଲା ଓକିଲ ସଂଘର କାର୍ଯ୍ୟବିରତ ନିଷ୍ପତି୬ ତାରିଖକୁ ବଢିଲା କେନ୍ଦୁଝର ଜିଲ୍ଲା ଓକିଲ ସଂଘର କାର୍ଯ୍ୟବିରତ ନିଷ୍ପତି

By

Published : May 31, 2021, 7:30 PM IST

କେନ୍ଦୁଝର :ଜିଲ୍ଲା ଓକିଲ ସଂଘର ନିଷ୍ପତି କ୍ରମେ କରୋନା ମହାମାରୀ କମୁ ନ ଥିବାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଓକିଲମାନେ କୋର୍ଟ କାର୍ଯ୍ୟରୁ ବିରତ ରହିବା ନେଇ ଘୋଷଣା କରିଛନ୍ତି । ଏନେଇ ଆଜି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସଂଘ ସମ୍ପାଦକ ଆଲୋକ ମହାନ୍ତ ସୂଚନା ଦେଇଛନ୍ତି ।

୬ ତାରିଖକୁ ବଢିଲା କେନ୍ଦୁଝର ଜିଲ୍ଲା ଓକିଲ ସଂଘର କାର୍ଯ୍ୟବିରତ ନିଷ୍ପତି

ପୂର୍ବରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟରୁ ବିରତ ରହିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଜାମିନ ତଥା ଗାଡ଼ି ରିଲିଜ୍ କେସ ଭିଡିଓ କନଫରେନ୍ସ ଜରିଆରେ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details