ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଟୀକାକରଣ ଆରମ୍ଭ ହୋଇଛି । ୧୮ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଉଛି କୋଭିଡ଼ ଟିକା ।
ଆନନ୍ଦପୁରରେ ଟୀକାକରଣ ଆରମ୍ଭ - ଆନନ୍ଦପୁର ଟୀକାକରଣ
କେନ୍ଦୁଝରସ୍ଥିତ ଆନନ୍ଦପୁରରେ ଆଜି ଠୁ ଟୀକାକରଣ ଆରମ୍ଭ । ଶାନ୍ତି ଶୃଙ୍ଖଳାରେ ଚାଲିଛି ଟୀକାକରଣ । ଅଧିକ ପଢନ୍ତୁ...
![ଆନନ୍ଦପୁରରେ ଟୀକାକରଣ ଆରମ୍ଭ ଆନନ୍ଦପୁରରେ ଟୀକାକରଣ ଆରମ୍ଭ](https://etvbharatimages.akamaized.net/etvbharat/prod-images/768-512-12220880-thumbnail-3x2-keon.jpg)
ଆନନ୍ଦପୁରରେ ଟୀକାକରଣ ଆରମ୍ଭ
ଆନନ୍ଦପୁରରେ ଟୀକାକରଣ ଆରମ୍ଭ
ଆଜି(ମଙ୍ଗଳବାର) ୪୦୦ ଜଣଙ୍କୁ ଟୀକାକରଣ କରାଯାଉଛି । ତେବେ ପ୍ରଥମଥର ପାଇଁ ଆନନ୍ଦପୁର ଠାରେ ଟିକା ଦିଆଯାଉଥିବାରୁ ଯୁବ ଗୋଷ୍ଠୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ଟୀକାଦାନ କେନ୍ଦ୍ରରେ ପହଞ୍ଚି ତଦାରଖ କରିବା ସହିତ ସମସ୍ତେ ଶାନ୍ତି ଶୃଙ୍ଖଳାରେ ଟିକା ନେଉଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ