ଓଡିଶା

odisha

ETV Bharat / state

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର - Rescue in keondujhar

କେନ୍ଦୁଝର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଶିରିପୁର ପୌରପାଳିକା ୱାର୍ଡ ନମ୍ବର 19 ନିକଟସ୍ଥ ଏକ ପୋଖରୀ କଡରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

By

Published : Nov 1, 2020, 12:03 PM IST

କେନ୍ଦୁଝର:ଟାଉନଥାନା ଅନ୍ତର୍ଗତ ଶିରିପୁର ପୌରପାଳିକା ୱାର୍ଡ ନମ୍ବର 19 ନିକଟସ୍ଥ ଏକ ପୋଖରୀ କଡରୁ ଜଣେ ମହିଳାଅଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କର ପରିଚୟ ମିଳିପାରି ନାହିଁ ।

ସୂଚନାଅନୁସାରେ ସ୍ଥାନୀୟ ଲୋକ ପୋଖରୀ କଡରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ । ଲୋକେମାନେ ଘଟଣା ନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ମୃତ ମହିଳାଙ୍କ ପରିଚୟ ମିଳି ପାରିନାହଁ । ମୃତଦେହଟି ଶନିବାରଠାରୁ ପୋଖରୀ ନିକଟରେ ପଡିଥିବା ଅନୁମାନ କରଯାଉଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details