କେନ୍ଦୁଝର: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବନାଯୋଡି ଟୋଲ ପ୍ଳାଜା ନିକଟରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ୨୦ ନମ୍ବର ଜାତୀୟ ରାଜପଥ କଡ଼ରୁ ଆଜି ସକାଳୁ ଏହି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗଳିତ ହୋଇ ଯାଇଛି ।
ରାସ୍ତାକଡ଼ରୁ ଗଳିତ ଅଜଣା ମୃତଦେହ ଉଦ୍ଧାର - କେନ୍ଦୁଝର ଜିଲ୍ଲାରେ ମିଳିଲା ଗଳିତ ମୃତଦେହ
କେନ୍ଦୁଝର ଜିଲ୍ଲାରେ ମିଳିଲା ଗଳିତ ମୃତଦେହ । ଏଯାବତ ମିଳିନାହିଁ ମୃତକଙ୍କ ପରିଚୟ । ଅଧିକ ପଢନ୍ତୁ...

ରାସ୍ତାକଡ଼ରୁ ଗଳିତ ଅଜଣା ମୃତଦେହ ଉଦ୍ଧାର
ରାସ୍ତାକଡ଼ରୁ ଗଳିତ ଅଜଣା ମୃତଦେହ ଉଦ୍ଧାର
ଗଳିତ ହୋଇଯାଇଥିବାରୁ ମୃତଦେହର ପରିଚୟ ଏଯାବତ ମିଳିପାରିନାହିଁ । ଘଟଣା ସ୍ଥଳରୁ ଏହି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ