ଓଡିଶା

odisha

ETV Bharat / state

ବ୍ରେକ ଫେଲ ହୋଇ ଘାଟିକୁ ଖସିଲା ଟ୍ରକ; ଡ୍ରାଇଭର ମୃତ, ହେଲପର ଗୁରୁତର

କେନ୍ଦୁଝର ଟାଉନ ଥାନା ଜୁଆଡି ଘାଟି ତଳକୁ ଖସିଲା ଟ୍ରକ । କୋଲକାତା ଅଭିମୁଖେ ଯାଉଥିବା ଟ୍ରକଟି ବ୍ରେକ ଫେଲ ହୋଇ ଘାଟି ତଳକୁ ଖସିପଡିଥିଲା । ଅଧିକ ପଢନ୍ତୁ...

By

Published : Mar 17, 2021, 8:39 AM IST

Updated : Mar 17, 2021, 9:49 AM IST

ବ୍ରେକ ଫେବ୍ରେକ ଫେଲ ହୋଇ ଘାଟିକୁ ଖସିଲା ଟ୍ରକଲ ହୋଇ ଘାଟିକୁ ଖସିଲା ଟ୍ରକ
ବ୍ରେକ ଫେଲ ହୋଇ ଘାଟିକୁ ଖସିଲା ଟ୍ରକ

କେନ୍ଦୁଝର: ଟାଉନ ଥାନା ଜୁଆଡି ଘାଟି ତଳକୁ ଖସିଲା ଟ୍ରକ । ଡ୍ରାଇଭର ମୃତ ଓ ହେଲପର ଗୁରୁତର । ଆଜି ସକାଳୁ କୋଲକାତା ଅଭିମୁଖେ ଯାଉଥିବା ଟ୍ରକଟି ବ୍ରେକ ଫେଲ ହୋଇଯିବାରୁ ଘାଟି ତଳକୁ ଖସିପଡିଥିବା ଜଣାପଡିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

ବ୍ରେକ ଫେଲ ହୋଇ ଘାଟିକୁ ଖସିଲା ଟ୍ରକ

ସେପଟେ, ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ଟ୍ରକ ତଳେ ଚାପି ହୋଇଥିବା ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ହେଲପରଙ୍କ ଚିକିତ୍ସା ଜାରି ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 17, 2021, 9:49 AM IST

ABOUT THE AUTHOR

...view details