ଓଡିଶା

odisha

ETV Bharat / state

କୋରୋନା ସଂକ୍ରମଣ ନଥିବା ଓ୍ବାର୍ଡରେ କଟକଣା କୋହଳ କରିବାକୁ ବ୍ୟବସାୟୀଙ୍କ ଦାବି - anandpur orona freee Ward

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରାଞ୍ଚଳରେ ଥିବା 16ଟିରୁ କୋରୋନା ସଂକ୍ରମମଣ ମାମଲା ନଥିବା ଅନ୍ୟ 5ଟି ଓ୍ବାର୍ଡରେ କଟକଣା କୋହଳ କରିବାକୁ ଦାବି । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ନଥିବା ଓ୍ବାର୍ଡରେ କଟକଣା କୋହଳ କରିବାକୁ ବ୍ୟବସାୟୀଙ୍କ ଦାବି
କୋରୋନା ସଂକ୍ରମଣ ନଥିବା ଓ୍ବାର୍ଡରେ କଟକଣା କୋହଳ କରିବାକୁ ବ୍ୟବସାୟୀଙ୍କ ଦାବି

By

Published : Aug 23, 2020, 5:13 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳକୁ ଏକ ମାସ ହେବ ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଦୋକାନ ବଜାର ସବୁ ବନ୍ଦ କରାଯାଇଛି । ଏହି ବନ୍ଦକୁ ଅଭିନବ ଭାବରେ ପ୍ରତିବାଦ କରିଛନ୍ତି ବ୍ୟବସାୟି ମାନେ। ନିଜ ଦୋକାନ ସାମ୍ନାରେ କଳା ପତକା ଲଗାଇ ପ୍ରଶାସନର ନିଷ୍ପତିକୁ ବିରୋଧ କରିଛନ୍ତି ।

କୋରୋନା ସଂକ୍ରମଣ ନଥିବା ଓ୍ବାର୍ଡରେ କଟକଣା କୋହଳ କରିବାକୁ ବ୍ୟବସାୟୀଙ୍କ ଦାବି

ପୌରପରିଷଦର ୧୧ ଟି ୱାର୍ଡରେ କୋରୋନା ଚିହ୍ନଟ ହେଉଥିବା ବେଳେ ଅନ୍ୟ ୫ଟି ୱାର୍ଡ ରେ କୌଣସି ବି କେସ ନାହିଁ। ତେଣୁ ଏହି ୱାର୍ଡ ଗୁଡିକରେ କଟକଣା କୋହଳ କରାଯାଇ ଦୋକାନ ଖୋଲିବାକୁ ଦାବି କରିଛନ୍ତି ବ୍ୟବସାୟୀ। ନହେଲେ କୋରୋନା ପାଇଁ ନୁହେଁ ଭୋକରେ ଜୀବନ ଚାଲିଯିବ ବୋଲି କହିଛନ୍ତି ବ୍ୟବସାୟୀ ମାନେ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details