ଓଡିଶା

odisha

ETV Bharat / state

ପଥର ତଳେ ଚାପି ହୋଇ ଶ୍ରମିକ ମୃତ

ପଥର ତଳେ ଚାପି ହୋଇ ଶ୍ରମିକ ମୃତ । ନୟକୋଟ ଥାନା ଅନ୍ତର୍ଗତ ବାଂଶପାଳ ଗ୍ରାମରେ ଘଟିଛି ଅଘଟଣ। ଅଧିକ ପଢନ୍ତୁ...

By

Published : Feb 7, 2021, 2:20 PM IST

ପଥର ତଳେ ଚାପି ହୋଇ ଶ୍ରମିକ ମୃତ
ପଥର ତଳେ ଚାପି ହୋଇ ଶ୍ରମିକ ମୃତ

କେନ୍ଦୁଝର: ପଥର ତଳେ ଚାପି ହୋଇ ଶ୍ରମିକ ମୃତ । ନୟକୋଟ ଥାନା ଅନ୍ତର୍ଗତ ବାଂଶପାଳ ଗ୍ରାମରେ ଘଟିଛି ଅଘଟଣ। ତେବେ ଉକ୍ତ ଗ୍ରାମର ପଥର ହୁଡ଼ିରେ ପଥର ପିଟୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଉକ୍ତ ଗ୍ରାମର କୃଷ୍ଣ ବେହେରା ବୋଲି ଜଣାପଡିଛି ।

ପଥର ତଳେ ଚାପି ହୋଇ ଶ୍ରମିକ ମୃତ

ପ୍ରକାଶ ଯେ, ଉକ୍ତ ଗ୍ରାମର ପଥର ହୁଡ଼ିରୁ ରାସ୍ତା କାମ ପାଇଁ ପଥର ଭାଙ୍ଗୁ ଥିବା ବେଳେ ଏହି ଅଘଟଣ ଘଟିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details