ଆନନ୍ଦପୁର :ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବାମ୍ପିଡ଼ି ଗ୍ରାମ ନିକଟ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଜଣକ ହେଉଛନ୍ତି ମାଙ୍କଡକେନ୍ଦା ଗାଁର ମିନା ନାଇକ । ମିନା ଗତକାଲି ନିକଟସ୍ଥ ଏକ ଗ୍ରାମରେ ଥିବା ନାଳକୁ ମାଛ ଧରିବାକୁ ଯାଇଥିଲା । ହେଲେ ସେ ଆଉ ଘରକୁ ଫେରି ନଥିଲା ବୋଲି ପରିବାର ଲୋକେ କହିଛନ୍ତି ।
ମାଛ ଧରିବାକୁ ଯାଇ ଫେରିଲାନି ମୀନା, ଆଜି ମୃତଦେହ ଉଦ୍ଧାର - ananadapur body was recovered from the crop field
ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବାମ୍ପିଡ଼ି ଗ୍ରାମ ନିକଟ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ମାଙ୍କଡକେନ୍ଦା ଗାଁର ମିନା ନାଇକ । ଅଧିକ ପଢନ୍ତୁ...
ରାମଚନ୍ଦ୍ରପୁର ଥାନା ବାମ୍ପିଡ଼ି ଗ୍ରାମ ନିକଟ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର
ରାମଚନ୍ଦ୍ରପୁର ଥାନା ବାମ୍ପିଡ଼ି ଗ୍ରାମ ନିକଟ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର
ଆଜି ସକାଳ ସମୟରେ ସେହି ବାଟ ଦେଇ ଯାଉଥିବା କିଛି ଲୋକେ ମୃତଦେହକୁ ଦେଖିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ରାମଚନ୍ଦ୍ରପୁର ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିଥିଲେ । ଏହି ଘଟଣା ସମ୍ପର୍କରେ ପେଲିସ ଅଧିକ ତଦନ୍ତ ଜାରି ରଖିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ