ଓଡିଶା

odisha

ETV Bharat / state

ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ - Chief Minister's Relief Fund

କୋରୋନା ଭାଇରସ ମହାମାରୀର ରୂପ ନେଉଛି । ଏହାକୁ ପ୍ରତିହିତ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ବିଜୁ ଜନତା ଦଳ କେନ୍ଦୁଝର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

The district BJD has provided assistance to the Chief Minister's Relief Fund
ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

By

Published : May 15, 2020, 4:48 PM IST

କେନ୍ଦୁଝର: କୋରୋନା ଭାଇରସ ମହାମାରୀର ରୂପ ନେଉଛି । ଏହାକୁ ପ୍ରତିହିତ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ଭୟଭୟତାକୁ ଲକ୍ଷ୍ୟ କରି ସରକାରଙ୍କୁ ସାହାଯ୍ୟ କରିବାକୁ ବହୁ ବେସରକାରୀ ଅନୁଷ୍ଠାନ, ଦଳ ଆଦି ଆଗେଇ ଆସିଛନ୍ତି ।

ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

ଆଜି ବିଜୁ ଜନତା ଦଳ କେନ୍ଦୁଝର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ମାଧବ ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକଲକ୍ଷ ପଚିଶ ହଜାର ଟଙ୍କାର ଏକ ଚେକ ପ୍ରଦାନ କରାଯାଇଥିଲା ।

ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

ଏହି ପ୍ରତିନିଧି ଦଳରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହିଙ୍କ ସହ ବହୁ ଦଳୀୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଚେକକୁ ଗ୍ରହଣ କରୁଥିବା ସମୟରେ ସବୁବେଳେ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦେଉଥିବା ଜିଲ୍ଲାପାଳ ଏହାକୁ ପାଶୋରି ଦେଇଥିବା ଦେଖାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details