ଆନନ୍ଦପୁର: ଘଷିପୁରା ଥାନା ଟୋଲଙ୍ଗପଡ଼ା ଗ୍ରାମର ଦୁଇ ବର୍ଷର ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ । ସୂଚନାମୁତାବକ, ସେହି ଗ୍ରାମର ଗୋବିନ୍ଦ ଜେନାଙ୍କ ପୁଅ କାହ୍ନା ଖାଇ ସାରିବା ପରେ ରାତିରେ ଶୋଇପଡ଼ିଥିଲା । କିଛି ସମୟ ପରେ ତାଙ୍କ ମା ଡାକିବାରୁ କାହ୍ନା ଆଉ ଶୁଣିନଥିଲା। ପରିବାର ଲୋକେ ତୁରନ୍ତ ତାକୁ ମେଡିକାଲ ଆଣିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।
ଦୁଇ ବର୍ଷ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ - ସନ୍ଦେହଜନକ ମୃତ୍ୟୁ
ଘଷିପୁରା ଥାନା ଟୋଲଙ୍ଗପଡ଼ା ଗ୍ରାମର ଦୁଇ ବର୍ଷର ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ । ତେବେ ସନ୍ଧ୍ୟା ସମୟରେ କୌଣସି ବିଷାକ୍ତ ସାପ କାହ୍ନାକୁ କାମୁଡିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ଦୁଇ ବର୍ଷ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ
ଦୁଇ ବର୍ଷ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ
ତେବେ ସନ୍ଧ୍ୟା ସମୟରେ କୌଣସି ବିଷାକ୍ତ ସାପ କାହ୍ନାକୁ କାମୁଡିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ