ଓଡିଶା

odisha

By

Published : Dec 6, 2021, 9:10 PM IST

ETV Bharat / state

ସଡ଼କ ଦୁର୍ଘଟଣାରେ ସାଥି ହେବ ରକ୍ଷକ

କେନ୍ଦୁଝର ଜିଲ୍ଲାରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆପାତଃକାଳୀନ ପରିସ୍ଥିତି ଓ ଦୁର୍ଘଟଣାରେ ଆହତଙ୍କୁ କିପରି ସହାୟତା ଦିଆଯାଇ ପାରିବ, ସେବିଷୟରେ ତାଲିମ ଦିଆଯିବା ବ୍ୟବସ୍ଥା ରହିଛି । ଅଧିକ ପଢନ୍ତୁ

ସଡ଼କ ଦୁର୍ଘଟଣାରେ ସାଥି ହେବ ରକ୍ଷକ
ସଡ଼କ ଦୁର୍ଘଟଣାରେ ସାଥି ହେବ ରକ୍ଷକ

କେନ୍ଦୁଝର: ଜିଲ୍ଲାରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆପାତଃକାଳୀନ ପରିସ୍ଥିତି ଓ ଦୁର୍ଘଟଣାରେ ଆହତଙ୍କୁ କିପରି ସହାୟତା ଦିଆଯାଇ ପାରିବ, ସେ ବିଷୟରେ ତାଲିମ ଦିଆଯିବା ବ୍ୟବସ୍ଥା ରହିଛି ।

ସଡ଼କ ଦୁର୍ଘଟଣାରେ ସାଥି ହେବ ରକ୍ଷକ

ଏହି ଅବସରରେ ଏକ ଦୁଇଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ପୋଲିସ ମୁଖ୍ୟାଳୟ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପୋଲିସ, ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମିଳିତ ଭାବେ ହୋଇଥିବା କାର୍ଯ୍ୟକ୍ରମରେ ତିନୋଟି ଜିଲ୍ଲାର ଅଧିକାରୀ ଓ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details