ଓଡିଶା

odisha

ETV Bharat / state

6 ଦିନ ଆନନ୍ଦପୁର ସଟଡାଉନ - ଆନନ୍ଦପୁର

ଶନିବାର ସମଗ୍ର ଆନନ୍ଦପୁର ପୌରାଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

shutdown
ଆନନ୍ଦପୁର 6 ଦିନ ସଟଡାଉନ

By

Published : Aug 1, 2020, 3:22 PM IST

ଆନନ୍ଦପୁର: ଆନନ୍ଦପୁରକୁ ସଟଡାଉନ ଘୋଷଣା । ଶନିବାର ସମଗ୍ର ଆନନ୍ଦପୁର ପୌରାଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଆନନ୍ଦପୁର 6 ଦିନ ସଟଡାଉନ

ଅଗଷ୍ଟ 2 ସକାଳ ୫ ଟାରୁ ୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ । ଏହି ସମୟରେ କେବଳ ମେଡ଼ିସିନ୍ ଦୋକାନ ବ୍ୟତିତ ପୌରାଞ୍ଚଳରେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଯାନବାହାନ ଚଳାଚଳ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details