କେନ୍ଦୁଝର: କେନ୍ଦୁଝର ସଦର ତହସିଲର ରାଜସ୍ଵ ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ।
ଲାଞ୍ଚ ନେବାବେଳେ ରାଜସ୍ଵ ସୁପରଭାଇଜର ଗିରଫ - ରାଜସ୍ଵ ସୁପରଭାଇଜର ଗିରଫ
କେନ୍ଦୁଝର ସଦର ତହସିଲର ରାଜସ୍ଵ ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...
Revenue supervisor
ସହରର ହରିହର ସାହୁଙ୍କ ଠାରୁ ମିୟୁଟେସନ କେସର ଫିଲଡ ଭେରିଫିକେସନକରି ତହସିଲଦାରଙ୍କୁ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିଲେ । ଲାଞ୍ଚ ନେଉଥିବା ଖବର ପାଇ କେନ୍ଦୁଝର ଭିଜିଲାନ୍ସ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହା ସହ ତାଙ୍କ ଘର ଓ ଅନ୍ୟ କାହା ଲିଙ୍କ ଥିବା ନେଇ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ କହିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ