ଆନନ୍ଦପୁର: ଶାଳପଡା ବସ୍ ଷ୍ଟପ ନିକଟରୁ ମହିଳାଙ୍କୁ ଅପହରଣ କରି ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି ।
ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ, ଉଦ୍ଧାର କଲା ପୋଲିସ
ତେବେ ଜଳ ସମ୍ପଦ ବିଭାଗର ଝାଡୁଦାରଙ୍କ କ୍ବାଟରରେ 5 ଜଣ ଯୁବକ ମହିଳାଙ୍କୁ ବନ୍ଦ କରି ରଖିଥିଲେ । ଖବର ପାଇ ଘସିପୁରା ପୋଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା। ପୋଲିସ 5 ଜଣ ଯୁବକଙ୍କୁ ଅଟକ ରଖିଛି ପଚରା ଉଚୁରା ଜାରି ରଖିଛି ।