ଓଡିଶା

odisha

ETV Bharat / state

କଇନିପୁରା ସାଥି କ୍ଳବ ପକ୍ଷରୁ ମିନି ମାରାଥନ - ମିନି ମାରାଥନ

କୋରୋନା ମହାମାରୀ ସମୟରେ ଶରୀର ସୁସ୍ଥ ରଖିବା ପାଇଁ ଦୌଡ଼ର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ବୋଲି ଲୋକକୁ ବାର୍ତ୍ତା ଦେବା ଏହି ମାରାଥନର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ...

Mini marathon on behalf of Kainipura sathi Club
କଇନିପୁରା ସାଥି କ୍ଳବ ପକ୍ଷରୁ ମିନି ମାରାଥନ

By

Published : Nov 1, 2020, 10:25 AM IST

ଆନନ୍ଦପୁର: କଇନିପୁରା ସାଥି କ୍ଳବ ପକ୍ଷରୁ ଆୟୋଜିତ ହୋଇଯାଇଛି ମିନି ମାରାଥନ । ଏହି ମାରାଥନ ଆନନ୍ଦପୁର କଇନିପୁରା ଛକ ଠାରୁ ରେମାଳ ଡ୍ୟାମ ପର୍ଯନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମ ଓ ବିଭିନ୍ନ ଅଞ୍ଚଳର ଯୁବକ ସାମିଲ ହୋଇଥିଲେ। ତେବେ ଏହି ମାରାଥନ ପ୍ରତ୍ୟେକ ବର୍ଷ କ୍ଳବ ପକ୍ଷରୁ ଆୟୋଜିତ ହୋଇଥାଏ।

କଇନିପୁରା ସାଥି କ୍ଳବ ପକ୍ଷରୁ ମିନି ମାରାଥନ

ଏବେ କୋରୋନା ମହାମାରୀ ସମୟରେ ଶରୀର ସୁସ୍ଥ ରଖିବା ପାଇଁ ଦୌଡ଼ର ଆବଶ୍ୟକତା ରହିଛି । ତେବେ ଏନେଇ ଲୋକମାନକୁ ବାର୍ତ୍ତା ଦେବା ଏହି ମାରାଥନର ଉଦ୍ଦେଶ୍ୟ ବୋଲି କହିଛନ୍ତି କ୍ଳବର ସଦସ୍ୟ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details