ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ପୋଲିସ ଏବଂ ଦେଓଗାଁ ବନ ବିଭାଗର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ । ଦେଓଗାଁ ବନ ବିଭାଗ ଅଧିନ ଚମ୍ପାପାଳ ଏବଂ କଅଁଶ ଗାଁରେ ଅଚାନକ ଆଜି ଦିନରେ ଗୋଟିଏ ଟିମ ଚଢାଉ କରିଥିଲା ।
କେନ୍ଦୁଝରରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ - Millions of rupees worth of stolen timber were seized
କେନ୍ଦୁଝର ଜିଲ୍ଲା ଘଷିପୁରା ପୋଲିସ ଏବଂ ଦେଓଗାଁ ବନ ବିଭାଗର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ । ଅଧିକ ପଢନ୍ତୁ...

କେନ୍ଦୁଝର ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ
ତେବେ ଚୋରା କାଠ ବେପାର କରୁଥିବା ବ୍ୟକ୍ତି କୌଶଳ କ୍ରମେ ଖସି ପଳାଇ ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରି ଦେଓଗାଁ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ।
କେନ୍ଦୁଝର ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ
Last Updated : May 27, 2020, 7:43 PM IST