ଆନନ୍ଦପୁର: ସାରା ବିଶ୍ବରେ କୋରୋନା ଭାଇରସ ଆତଙ୍କ ଖେଳାଇ ଚାଲିଛି । ଏଥିପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦେଉଛନ୍ତି ସରକାର । ରାଜ୍ୟ ସରକାରଙ୍କ ପଷରୁ ସବୁ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରୁଛନ୍ତି ।
ଏଥିସହ ଗରିବ ଅସହାୟ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ ଦିଆଯାଉଛି । ଏନେଇ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତରେମା ଲଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପଷରୁ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗେଇ ଦେବା ସହ କୋରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।