ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ହାତିବନ୍ଧା ଦୁଗ୍ଧ ଉତ୍ପାଦନ କେନ୍ଦ୍ରରୁ ଲୁଟ୍ । କବାଟ ତାଡି ପ୍ରାୟ ୩ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଚୋରି ହୋଇଥିବା ମଟର ପମ୍ପ ସମେତ ଯନ୍ତ୍ରାଶଂର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଦୁଗ୍ଧ ଉତ୍ପାଦନ କେନ୍ଦ୍ରରୁ ଲୁଟ୍, ୩ଲକ୍ଷ ଟଙ୍କାର ଯନ୍ତ୍ରାଶଂ ଲୁଟିନେଲେ ଦୁର୍ବୃତ୍ତ - Loot from milk production center
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ହାତିବନ୍ଧା ଦୁଗ୍ଧ ଉତ୍ପାଦନ କେନ୍ଦ୍ରରୁ ଲୁଟ୍ । କବାଟ ତାଡି ପ୍ରାୟ ୩ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଦୁଗ୍ଧ ଉତ୍ପାଦନ କେନ୍ଦ୍ରରୁ ଲୁଟ୍, ୩ଲକ୍ଷ ଟଙ୍କାର ଯନ୍ତ୍ରାଶଂ ଲୁଟିନେଲେ ଦୁର୍ବୃତ୍ତ
ଦୁଗ୍ଧ ଉତ୍ପାଦନ କେନ୍ଦ୍ରରୁ ଲୁଟ୍, ୩ଲକ୍ଷ ଟଙ୍କାର ଯନ୍ତ୍ରାଶଂ ଲୁଟିନେଲେ ଦୁର୍ବୃତ୍ତ
ଏନେଇ ଘଷିପୁରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ନିକଟସ୍ଥ ଏକ ଗାଁରେ ଚଢାଉ କରି ଚୋରି ସାମଗ୍ରୀ ଜବତ କରିଛି । ଏହାସହ ୩ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ
Last Updated : Aug 10, 2020, 8:21 AM IST