କଟକ:କେନ୍ଦୁଝରର ବହୁ ଚର୍ଚ୍ଚିତ ଉଲିବୁର ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏକ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହାସହ 1 କୋଟି ଟଙ୍କାର ଅର୍ଥରାଶି ଜମା କରି ଜାମିନରେ ଯିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି ।
ଉଲିବୁର ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ - ଗିରଫ ଦୀପକ ଗୁପ୍ତାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କେନ୍ଦୁଝରର ବହୁ ଚର୍ଚ୍ଚିତ ଉଲିବୁର ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ ।

ଉଳିବୁର ଖଣି ଦୁର୍ନୀତି ମମଲା: ଗିରଫ ଦୀପକ ଗୁପ୍ତାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ସେହିପରି ୨ କୋଟି ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନରେ ଯାଇପାରିବେ ଦୀପକ। ଏହାସହ ନିଜର ପାସପୋର୍ଟ ଦାଖଲ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
TAGGED:
ଉଳିବୁର ଖଣି ଦୁର୍ନୀତି ମମଲା