ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏବେ ରାଜ୍ୟରେ ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ଼ ଟିକା ଦିଆଯାଉଛି | କିନ୍ତୁ ରାଜ୍ୟ ସରକାରଙ୍କ ଲୋଗୋ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ଟୋକନ ଅଙ୍ଗନଓ୍ବାଡୀ କର୍ମୀଙ୍କ ଦ୍ଵାରା ଘର ଘର ବୁଲି ବଣ୍ଟାଯାଉଛି | ତେବେ ଏହାକୁ ବିରୋଧ କରିଛି ଜିଲ୍ଲା ବିଜେପି ।
ଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ର - keonjhar district news
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...
ଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ରଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ର
ଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ର
ଆଜି ଦଳ ପକ୍ଷରୁ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ ଓ ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଆଲୋକ ସେଠୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଟୋକନରେ ରାଜ୍ୟ ସରକାରଙ୍କ ଲୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଚେତାବନୀ ଦେଇଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ