ଓଡିଶା

odisha

By

Published : Mar 1, 2022, 6:34 AM IST

ETV Bharat / state

ଘଟଗାଁ ତାରିଣୀ: ୧୦ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଦର୍ଶନ ଅନୁମତି

ଘଟଗାଁ ତାରିଣୀ ମନ୍ଦିରରେ ପ୍ରବେଶ ପାଇଁ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଅନୁମତି । ଏଥିସହ ଭୋଗ କରିବା ପାଇଁ ମଧ୍ୟ ମିଳିଛି ଅନୁମତି । ଅଧିକ ପଢନ୍ତୁ

ଘଟଗାଁ ତାରିଣୀ: ୧୦ ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଦର୍ଶନ ଲାଗି ଅନୁମତି
ଘଟଗାଁ ତାରିଣୀ: ୧୦ ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଦର୍ଶନ ଲାଗି ଅନୁମତି

କେନ୍ଦୁଝର:ଘଟଗାଁ ତାରିଣୀ ମନ୍ଦିରରେ ପ୍ରବେଶ ପାଇଁ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଅନୁମତି । ଏଥିସହ ଭୋଗ କରିବା ପାଇଁ ମଧ୍ୟ ମିଳିଛି ଅନୁମତି । ତେବେ ଗତ ୨ ବର୍ଷ ହେବ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କ ମନ୍ଦିର ପ୍ରବେଶ ଉପରେ ଥିବା କଟକଣାକୁ ପ୍ରଶାସନ ଉଠାଇ ଦେଇଛି ।

ଘଟଗାଁ ତାରିଣୀ: ୧୦ ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଦର୍ଶନ ଲାଗି ଅନୁମତି

ଏହା ଆସନ୍ତା ୨ ତାରିଖରୁ କୋଭିଡ କଟକଣା ମଧ୍ୟରେ କାର୍ଯ୍ଯକାରୀ କରାଯିବାକୁ କେନ୍ଦୁଝର ଜିଲ୍ଲାପାଳ ଘଟଗାଁ ମା ତାରିଣୀ ମନ୍ଦିର ଟ୍ରଷ୍ଟକୁ ଅନୁମତି ପ୍ରଦାନ କରିଛନ୍ତି । ଆସନ୍ତା ବୁଧବାର ଠାରୁ ଭକ୍ତ ମନ୍ଦିରରେ ଭୋଗ ଲଗାଇ ପାରିବେ । ଏହା ମଧ୍ୟ ଦୀର୍ଘ ଦିନ ହେଲା ବନ୍ଦ ଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details