ଓଡିଶା

odisha

ETV Bharat / state

ପାଟଣାରେ ଅଳଙ୍କାର ଦୋକାନରୁ ଲୁଟ ଘଟଣା, 4 ଗିରଫ

ପାଟଣାରେ ଅଳଙ୍କାର ଦୋକାନରୁ ଲୁଟ ଘଟଣା । 4ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

By

Published : Feb 8, 2021, 5:43 PM IST

Jewelry shop robbery in Patna, 4 arrested in kendujhar
ପାଟଣାରେ ଅଳଙ୍କାର ଦୋକାନରୁ ଲୁଟ ଘଟଣା, 4 ଗିରଫ

କେନ୍ଦୁଝର: ଗହଣା ଦୋକାନ ଚୋରି ଘଟଣାରେ ଗିରଫ ହେଲେ 4 ଅଭିଯୁକ୍ତ । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନାରୁ ଅନୁସାରେ, ଜାନୁଆରୀ ୧୫ରେ ଆଜବେଷ୍ଟ ଭାଙ୍ଗି କେନ୍ଦୁଝର ପାଟଣାରେ ଥିବା ଏକ ଗହଣା ଦୋକାନରୁ ଚୋରି ହୋଇଥିଲା । ପୁରା ଦୋକାନରେ କଳା କନା ବୁଲାଇ ଦେଇଥିଲେ ଚୋର ।

ପାଟଣାରେ ଅଳଙ୍କାର ଦୋକାନରୁ ଲୁଟ ଘଟଣା, 4 ଗିରଫ

ଏନେଇ ଦୋକାନୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଆଧାରେ ଚାରିଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହାସହ ଲୁଟ ହୋଇଥିବା ଅଳଙ୍କାର ମଧ୍ୟ ଜବତ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details