ଓଡିଶା

odisha

ETV Bharat / state

ଘରୋଇ କଳହ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର - husband attatck her wife

ସାଧାରଣ ବଚସାକୁ ନେଇ ସ୍ତ୍ରୀକୁ ହାଣିଲେ ସ୍ବାମୀ । ଗୁରୁତର ସ୍ତ୍ରୀ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଘରୋଇ କଳି ସାଜିଲା କାଳ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର
ଘରୋଇ କଳି ସାଜିଲା କାଳ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

By

Published : Jun 25, 2020, 10:11 AM IST

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଶୈଲଙ୍ଗ ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର। ଘରୋଇ କଳହକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି ।

ଘରୋଇ କଳି ସାଜିଲା କାଳ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ସୂଚନାମୁତାବକ, କୌଣସି ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରୁକ୍ମଣୀ ଜେନାଙ୍କ ମୁଣ୍ଡକୁ ତାଙ୍କ ସ୍ୱାମୀ ପ୍ରଥମେ ଇଟାରେ ଛେଚି ଦେବା ସହିତ ପରେ ଟାଙ୍ଗିଆରେ ହାଣି ଦେଇଥିଲେ।

ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଂଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details