ଓଡିଶା

odisha

ETV Bharat / state

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଡମ୍ପିଂୟାର୍ଡରେ ଲାଗିଲା ନିଆଁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୱେଷ୍ଟ ମ୍ୟାନେଜମେଣ୍ଟ ୟାର୍ଡରେ ଲାଗିଲା ନିଆଁ । ଆଜି(ଶନିବାର) କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୱେଷ୍ଟ ମ୍ୟାନେଜମେଣ୍ଟରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ...

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ
କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ

By

Published : Feb 6, 2021, 10:45 AM IST

କେନ୍ଦୁଝର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୱେଷ୍ଟ ମ୍ୟାନେଜମେଣ୍ଟ ୟାର୍ଡରେ ଲାଗିଲା ନିଆଁ । ଆଜି(ଶନିବାର) କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୱେଷ୍ଟ ମ୍ୟାନେଜମେଣ୍ଟରେ ଘଟିଛି ଅଘଟଣ । ଏହି ଓ୍ବେଷ୍ଟ ମ୍ୟାନେଜମେଣ୍ଟ ଆବର୍ଜନାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିୟନ୍ତ୍ରଣ କଲେ ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details