କେନ୍ଦୁଝର : ଜିଲ୍ଲାର ଝୁମ୍ପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଅଘଟଣ । ଉକ୍ତ ରାଜପଥ ଉପରେ ଏକ ଆଇରନ ବୋଝେଇ ଟ୍ରକ ଓ ଏକ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।
ଟ୍ରକ ସହ ବାଇକ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର - fatal road accident in jhupuja
କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଅଘଟଣ । ଉକ୍ତ ରାଜପଥ ଉପରେ ଏକ ଆଇରନ ବୋଝେଇ ଟ୍ରକ ଓ ଏକ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଟ୍ରକ ସହ ବାଇକ ମୁହାମୁହିଁ, ଜଣେ ମୃତ ଜଣେ ଗୁରୁତର
ଟ୍ରକ ସହ ବାଇକ ମୁହାମୁହିଁ, ଜଣେ ମୃତ ଜଣେ ଗୁରୁତର
ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲାବେଳେ ଜଣେ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ କେନ୍ଦେଇପଶି ପଞ୍ଚାୟତର ବଡ଼ ଗମ୍ବାରିୟା ଗ୍ରାମର କର୍ଣ୍ଣ ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ