କେନ୍ଦୁଝର: ଜିଲ୍ଲାର ସଦର ରେଞ୍ଜର ମୈଦାନକେଲ ଅଞ୍ଚଳର ଛେମୁଣ୍ଡିବିଲ ଓ ବାରଖଣ୍ଡା ଗାଁକୁ ଧସେଇ ପଶିଛନ୍ତି ୧୫ ରୁ ଊର୍ଦ୍ଧ୍ବ ବଣୁଆ ହାତୀ ପଲ । ହାତୀଙ୍କୁ ଦେଖି ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି । ହାତୀ ପଲଙ୍କୁ ଘଉଡେଇବାକୁ ଶହ ଶହ ଲୋକଙ୍କର ଭିଡ ଜମିଛି ।
କେନ୍ଦୁଝର ସଦର ରେଞ୍ଜ ମୈଦାନକେଲରେ ହାତୀ ଉପଦ୍ରବ - ମୈଦାନକେଲରେ ହାତୀ ଉପଦ୍ରବ
କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜର ମୈଦାନକେଲ ଅଞ୍ଚଳର ଛେମୁଣ୍ଡିବିଲ ଓ ବାରଖଣ୍ଡା ଗାଁକୁ ଧସେଇ ପଶିଛନ୍ତି ୧୫ ରୁ ଊର୍ଦ୍ଧ୍ବ ବଣୁଆ ହାତୀ ପଲ । ଅଧିକ ଖବର ପଢନ୍ତୁ...

କେନ୍ଦୁଝର ସଦର ରେଞ୍ଜ ମୈଦାନକେଲରେ ହାତୀ ଉପଦ୍ରବ
କେନ୍ଦୁଝର ସଦର ରେଞ୍ଜ ମୈଦାନକେଲରେ ହାତୀ ଉପଦ୍ରବ
ସେପଟେ ଖବର ପାଇ ହାତୀ ଉପରେ ନଜର ରଖିଛି ବନବିଭାଗ । ବର୍ତ୍ତମାନ ଧାନ କଟା ଚାଲିଥିବା ବେଳେ ହାତୀମାନେ ଫସଲ ଖାଇବା ସହ ନଷ୍ଟ କରୁଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ