ଓଡିଶା

odisha

By

Published : Nov 4, 2019, 11:17 AM IST

ETV Bharat / state

ସଦର ରେଞ୍ଜରେ ପଶିଲେ 22 ହାତୀ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର ସଦର ରେଞ୍ଜରେ ହାତୀ । ଫସଲ ନଷ୍ଟ କଲେ 22ଟିକିଆ ହାତୀ ପଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

କେନ୍ଦୁଝର: ସଦର ରେଞ୍ଜର ଜାମୁନାଲିଆ ଗାଁ ନିକଟ ଜଙ୍ଗଲରେ ପଶିଲେ 22 ଟିକିଆ ବଣୁଆ ହାତୀ ପଲ । ଧାନ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଦେଲେ ଫସଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

ଜମୁନାଲିଆ, ଖୋଳପା ଆଦି ଗାଁ ଲୋକେ ବର୍ତ୍ତମାନ ଆତଙ୍କିତ । ଅନ୍ୟପକ୍ଷେ ବନ ବିଭାଗ ହାତୀ ଘଉଡାଇବା ସହ ହାତୀ ଉପରେ କଡା ନଜର ରଖିଥିବା ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details