ଆନନ୍ଦପୁର: ଗୋଚାଲାଣ ସମୟରେ ପୋଲିସ ଚଢାଉ । ପିକଅପ ଭ୍ୟାନ ସହିତ ୭ ଗୋରୁ ଜବତ । ଏହା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ ।
ପିକଅପ ଭ୍ୟାନ ସହିତ ୭ ଗୋରୁ ଜବତ, 2 ଗିରଫ - cow-vehicle-seize-anandpur-2-accused-arrested
ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାରେ ପିକଅପ ଭ୍ୟାନ ସହିତ ୭ ଗୋରୁ ଜବତ । ଏହା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
ପିକଅପ ଭ୍ୟାନ ସହିତ ୭ ଗୋରୁ ଜବତ,2 ଗିରଫ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାରେ ଅନେକ ସମୟରେ ବେଆଇନ ଭାବେ ଗୋଚାଲାଣର ଅଭିଯୋଗ ହୋଇଛି । ପୋଲିସ ତିନି ଦିନ ପୂର୍ବରୁ ଗୋଟିଏ ଗୋରୁ ଵୋଝେଇ ପିକଅପ ଭ୍ୟାନ ଜବତ କରିଥିବା ବେଳେ ପୁନର୍ବାର ଆଜି ଗୋଟିଏ ପିକଅପ ଜବତ କରିବାରେ ସକ୍ଷମ ହୋଇଛି । ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ନହଙ୍ଗି ଛକ ନିକଟରୁ ୭ ଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଥିଲେ । ଏଥି ସହିତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ