କେନ୍ଦୁଝର: କୋରୋନା ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪୦ରେ ପହଁଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପ୍ରଶାସନର ଚିନ୍ତା ବଢିଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ଜାରି କରାଯାଇଛି ।
ଆପାତକାଳୀନ ବିଭାଗରେ ୭୬୫୭୦୬୬୦୯୯, ୦୬୭୬୬-୨୫୫୪୯୫ ସାଙ୍ଗକୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ୦୬୭୬୬-୨୫୫୪୨୬ ନମ୍ବରରେ କଲ କରିବାକୁ ଅନୁରୋଧ କରାଯାଇଛି ।