ଆନନ୍ଦପୁର: ମହାମାରୀ କୋରୋନାକୁ ସାରା ବିଶ୍ବ ଆତଙ୍କିତ । ଭାରତରେ ବର୍ତ୍ତମାନ ସୁଦ୍ଧା 519 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଓଡିଶାରେ 2ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇ ସମଗ୍ର ୩୦ ଜିଲ୍ଲାକୁ ଲକଡାଉନ କରାଯାଇଛି ।
କୋରୋନା ସତର୍କତା: ସରକାରଙ୍କ ଗାଇଡଲାଇନ ପାଳିବାକୁ ନିବେଦନ - କୋରୋନା ସତର୍କତା
ମହାମାରୀ କୋରୋନାକୁ ସାରା ବିଶ୍ବ ଆତଙ୍କିତ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇ ସମଗ୍ର ୩୦ ଜିଲ୍ଲାକୁ ଲକଡାଉନ କରାଯାଇଛି ।
କୋରୋନା ସତର୍କତା: ସରକାରଙ୍କ ଗାଇଡଲାଇନ ପାଳିବାକୁ ନିବେଦନ
ଜନସାଧାରଣ ଏହି ନିର୍ଦ୍ଦେଶକୁ ସହଯୋଗ କରିବା ସହ ନିୟମ ପାଳିବା ପାଇଁ ସରକାର ନିବେଦନ କରିଛନ୍ତି । ସେପଟେ କୋରୋନା ମୁକାବିଲା ପାଇଁ ସରକାରଙ୍କର ନିଷ୍ପତ୍ତିକୁ ଜନସାଧାରଣ ସ୍ଵାଗତ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ