କେନ୍ଦୁଝର:ଜିଲ୍ଲାର ଦେଓବନ୍ଧ ଛକ ନିକଟରେ ଓଲଟିଲା କାର । କାର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ହରିଚନ୍ଦନପୁର ଆଟୋପୁର ଗାଁର ରତ୍ନାକର ପ୍ରଧାନ ତାଙ୍କ ପୁତୁରା ସହ କାରରେ ଘରକୁ ଫେରୁଥିବା ବେଳେ ଦେଓବନ୍ଧ ଛକ ନିକଟରେ କାରଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଫଳରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
କେନ୍ଦୁଝରରେ ଓଲଟିଲା କାର, ଜଣେ ମୃତ - ଜଣେ ମୃତ୍ୟୁ, ଜଣେ ଗୁରୁତର
କେନ୍ଦୁଝରରେ ଓଲଟିଲା କାର । ଜଣେ ମୃତ୍ୟୁ, ଜଣେ ଗୁରୁତର ଅଧିକ ପଢନ୍ତୁ....
କେନ୍ଦୁଝରରେ ଓଲଟିଲା କାର
କେନ୍ଦୁଝରରେ ଓଲଟିଲା କାର
ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କରିଥିଲେ । ହେଲେ, କାର ଭିତରେ ଥିବା ଶିଶୁଟି ଆହାତ ହୋଇଥିବାବେଳେ ତାର ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ