କେନ୍ଦୁଝର: କାଞ୍ଜିପାଣି ଘାଟିରେ ଓଲଟିଲା ବସ । ଢେଙ୍କିକୋଟରୁ ସ୍ନେହା ନାମକ ବସଟି ବରଯାତ୍ରୀ ନେଇ ରାଉରକେଲା ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା । ବସରେ 60 ଜଣ ବରଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ 5 ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି ।
କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ