ଆନନ୍ଦପୁର: ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ଘସିପୁରା ନିର୍ବାଚନ ମଣ୍ଡଳୀ ସୁଆଁପଦା ସ୍ଥିତ ହାଟ ପଡ଼ିଆରେ ପାଳନ କରାଯାଇଛି । ଏଥିରେ ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
'ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ' - ଘସିପୁରା ନିର୍ବାଚନ ମଣ୍ଡଳୀ
ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ଘସିପୁରା ନିର୍ବାଚନ ମଣ୍ଡଳୀ ସୁଆଁପଦା ସ୍ଥିତ ହାଟ ପଡ଼ିଆରେ ପାଳନ କରାଯାଇଛି । ଅଧିକ ଖବର ପଢନ୍ତୁ...
!['ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ' 'ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ'](https://etvbharatimages.akamaized.net/etvbharat/prod-images/768-512-5504345-thumbnail-3x2-oojpeg.jpg)
'ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ'
'ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ'
ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳକୁ ସମର୍ଥନ କରି ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଆହ୍ବାନ ଦେଇଥିଲେ । ଏଥିରେ ବିଜୁ ଜନତା ଦଳର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ