ଆନନ୍ଦପୁର: ମହାମାରୀ ରୂପ ନେବାକୁ ବସିଛି କିଡନୀ ରୋଗ । ଦୁଇ ତିନି ବର୍ଷ ଭିତରେ ଗଲାଣି ଅନେକ ଅମୂଲ୍ୟ ଜୀବନ । କିଡନୀ ରୋଗରେ ଆକ୍ରାନ୍ତ ହୋଇ କିଏ ସଳଖି ଛିଡା ହୋଇ ପାରୁନି ତ ପୁଣି କିଏ ଦୁର୍ବଳତା କାରଣରୁ ଠିକଭାବେ ଚାଲି ପାରୁନାହାନ୍ତି । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବିଲାବନ୍ଧ ଗାଁରେ । ଯେଉଁଠି ଅଧିକାଂଶ ଲୋକ ଚାଷବାସ ଓ ଦିନ ମଜୁରୀ କରି ପରିବାର ପ୍ରତି ପୋଷଣ କରନ୍ତି । ହେଲେ ଗାଁକୁ ଏବେ ଘାରିଛି କିଡନୀ ରୋଗ ଭୟ । କାରଣ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ କୌଣସି ପରିବାର ପାଖରେ ନାହିଁ ଆର୍ଥିକ ବଳ ।
ବିଲାବନ୍ଧ ଗାଁକୁ ଗ୍ରାସିଛି କିଡନୀ ରୋଗ, ଗଲାଣି ଅନେକ ଜୀବନ - କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବିଲାବନ୍ଧ ଗାଁ
ମହାମାରୀ ରୂପ ନେବାକୁ ବସିଛି କିଡନୀ ରୋଗ । ଦୁଇ ତିନି ବର୍ଷ ଭିତରେ ଗଲାଣି ଅନେକ ଅମୂଲ୍ୟ ଜୀବନ । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବିଲାବନ୍ଧ ଗାଁରେ । ଅଧିକ ପଢନ୍ତୁ...
ବିଲାବନ୍ଧ ଗାଁରେ କିଡନୀ ରୋଗ ଆତଙ୍କ, ଗଲାଣି ଅନେକ ଜୀବନ
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ