ଓଡିଶା

odisha

ETV Bharat / state

ସରକାରୀ ସୁବିଧାରୁ ବଞ୍ଚିତ ବିଡ଼ି ଶ୍ରମିକ, ଆନ୍ଦୋଳନ ପାଇଁ ଚେତାବନୀ - government benefits for bidi labour

ଅବହେଳିତ କେନ୍ଦୁଝରର ବିଡ଼ି ଶ୍ରମକ । ସରକାରୀ ସୁବିଧା ନମିଳିଲେ ଆନ୍ଦୋଳନ ଚୋତବନୀ । ଅଧିକ ପଢନ୍ତୁ....

ସରକାରୀ ସୁବିଧାରୁ ବଞ୍ଚିତ ବିଡ଼ି ଶ୍ରମିକ, ଆନ୍ଦୋଲନ ପାଇଁ ଚେତାବନୀ
ସରକାରୀ ସୁବିଧାରୁ ବଞ୍ଚିତ ବିଡ଼ି ଶ୍ରମିକ, ଆନ୍ଦୋଲନ ପାଇଁ ଚେତାବନୀ

By

Published : Feb 24, 2021, 3:45 PM IST

ଅନୁଗୋଳ: ଅବହେଳିତ ବିଡ଼ି ଶ୍ରମକ । ସେମାନଙ୍କୁ ମିଳୁଥୁବା ସମସ୍ତ ସୁବିଧା ସୁଯୋଗକୁ ସରକାର ବନ୍ଦ କରିଦେଇଛନ୍ତି। ଏନେଇ ଅନୁଗୋଳ ଜିଲ୍ଲାର ବିଡ଼ି ଶ୍ରମିକମାନେ ପ୍ରତିବାଦ କରିଥିବା ଦେଖାଦେଇଛି । ଯେଉଁ ବିଡ଼ି କାମ କରି ସେମାନେ ଦିନେ ପେଟ ପୋଷୁଥିଲେ ତାକୁ ଏବେ ବନ୍ଦ କରିବାକୁ ବସିଛନ୍ତି ସରକାର। ଯାହା ଫଳରେ ଏବେ ସେମାନେ ଜୀବିକା ହରାଇବା ଭୟରେ । ଉତ୍କଳ ବିଡ଼ି ମଜଦୁର ସଙ୍ଘ ଡାକରାରେ ଅନୁଗୋଳ ଜିଲ୍ଲାର ବିଡ଼ି ଶ୍ରମିକ ମାନେ ପାଞ୍ଚ ଦଫା ଦାବି ନେଇ ପ୍ରତିବାଦ କରିଛନ୍ତି ।

ସରକାରୀ ସୁବିଧାରୁ ବଞ୍ଚିତ ବିଡ଼ି ଶ୍ରମିକ, ଆନ୍ଦୋଲନ ପାଇଁ ଚେତାବନୀ

ସେମାନଙ୍କୁ ପୂର୍ବରୁ ଯେଭଳି ପୂର୍ବରୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଅନୁଗୋଳ ଜିଲା ପ୍ରାଶାସନ ସହାୟତାରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details