ଆନନ୍ଦପୁର: ଗରମ ପେଜ ପଡି ଶିଶୁ କନ୍ୟା ଗୁରୁତର । ଶିଶୁ କନ୍ୟାକୁ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବଞ୍ଚୋ ଗାଁରେ ଘଟିଛି ଏହି ଅଘଟଣ ।
ଗରମ ପେଜ ପଡି ଶିଶୁ କନ୍ୟା ଗୁରୁତର - anadpur update news
ଗରମ ପେଜ ପଡି ଶିଶୁ କନ୍ୟା ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବଞ୍ଚୋ ଗାଁରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ..

ଗରମ ପେଜ ପଡି ଶିଶୁ କନ୍ୟା ଗୁରୁତର
ଗରମ ପେଜ ପଡି ଶିଶୁ କନ୍ୟା ଗୁରୁତର
ଆଜି(ସୋମବାର) ଚିତରଞ୍ଜନଙ୍କ ପତ୍ନୀ ଭାତ ରାନ୍ଧିବା ପରେ ଗରମ ପେଜକୁ ଡେକ୍ଚିରେ ରଖିଥିଲେ । ଏହି ସମୟରେ ତାଙ୍କର ଦେଢ ବର୍ଷର ଝିଅ ଖେଳୁଥିବା ସମୟରେ ହଠାତ୍ ଗରମ ପେଜରେ ପଡିଯାଇଥିଲେ । ତେବେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆନନ୍ଦପୁରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ