ଆନନ୍ଦପୁର: ସ୍ଥାନୀୟ କଲେଜର ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ଧାରଣାରୁ ହଟିଛନ୍ତି ସେମାନେ। ଆନନ୍ଦପୁର କଲେଜର କମନ୍ରୁମ, ପିଇବାପାଣି, ସାଇକେଲ ଷ୍ଟାଣ୍ଡ ଓ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାର ସମାଧାନ ହେଉନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏଥିପାଇଁ ଛାତ୍ରଛାତ୍ରୀ ମଙ୍ଗଳବାର ପ୍ରାୟ 2 ଘଣ୍ଟା ଧରି କଲେଜ ସମ୍ମୁଖରେ ତାଲା ପକାଇ ଧାରଣା ଦେଇଥିଲେ।
କଲେଜ ସମସ୍ୟା ନେଇ ଧାରଣରେ ବସିଲେ ଛାତ୍ରଛାତ୍ରୀ - ଆନନ୍ଦପୁର ନ୍ୟୁଜ
ଆନନ୍ଦପୁର କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। କଲେଜ କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ଧାରଣରୁ ହଟିଛନ୍ତି ସେମାନେ।
![କଲେଜ ସମସ୍ୟା ନେଇ ଧାରଣରେ ବସିଲେ ଛାତ୍ରଛାତ୍ରୀ](https://etvbharatimages.akamaized.net/etvbharat/prod-images/768-512-4969285-thumbnail-3x2-collage.jpg)
anandpur college
କଲେଜର ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର କଲେଜର ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରକାଶ
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ