କେନ୍ଦୁଝର:ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡ଼ପଟା ନିକଟରେ ଘଟିଛି ଅଘଟଣ । ଉକ୍ତ ଷ୍ଟେସନ ନିକଟସ୍ଥ ବାଘୁଆ ନାଳ ନିକଟରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଏକ ଦନ୍ତାହାତୀ ଗୁରୁତର ହୋଇଥିବା ଜଣାପଡିଛି ।
ଟ୍ରେନ ଧକ୍କାରେ ଦନ୍ତାହାତୀ ଗୁରୁତର - ଦନ୍ତାହାତୀ ଗୁରୁତର
ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡ଼ପଟା ନିକଟରେ ଘଟିଛି ଅଘଟଣ । ଷ୍ଟେସନ ନିକଟସ୍ଥ ବାଘୁଆ ନାଳ ନିକଟରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଏକ ଦନ୍ତାହାତୀ ଗୁରୁତର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ଟ୍ରେନ ଧକ୍କାରେ ଦନ୍ତାହାତୀ ଗୁରୁତର ଟ୍ରେନ ଧକ୍କାରେ ଦନ୍ତାହାତୀ ଗୁରୁତର](https://etvbharatimages.akamaized.net/etvbharat/prod-images/768-512-11693037-952-11693037-1620530141062.jpg)
ଟ୍ରେନ ଧକ୍କାରେ ଦନ୍ତାହାତୀ ଗୁରୁତର
ଶନିବାର ବିଳମ୍ବିତ ରାତିରେ ହାତୀଟି ଟ୍ରେନ ଲାଇନ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ଗୁରୁତର ହାତୀକୁ ଉଦ୍ଧାର କରିଛନ୍ତି । ତେବେ ହାତୀଟିର ଚିକିତ୍ସା କରାଯାଉଥିବା ବେଳେ ତାର ଅବସ୍ଥା ଭଲ ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ